Advertisement
Article Detail0/zeeodisha/odisha2941645
Zee OdishaZee Odishaଚୋରି ହେଉଛି ଆମେରିକାର ସିନେମା: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବେ ଟ୍ରମ୍ପ

ଚୋରି ହେଉଛି ଆମେରିକାର ସିନେମା: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବେ ଟ୍ରମ୍ପ

ଆମେରିକାର ସିନେମା ଶିଳ୍ପକୁ ଅନ୍ୟ ଦେଶମାନେ ଚୋକିକରି ନେଉଛନ୍ତି। ଯେମିତି ଜଣେ ପିଲା ମୁହଁରୁ ଚକୋଲେଟ ଠିକ୍‍ ସେହିପରି। ଏଣୁ ଆମେରିକାକୁ ତା’ର ବ୍ୟବସାୟକୁ ସୁରକ୍ଷିତ କରିବା ପାଇଁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି। ଏଥିଲାଗି ବିଦେଶୀ ସିନେମା ଉପରେ ଶତ ପ୍ରତିଶତ ଟିକସ ଲାଗୁ କରିବାକୁ ସଙ୍କେତ ଦେଇଛନଦ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯେଉଁ &nbs

ଚୋରି ହେଉଛି ଆମେରିକାର ସିନେମା: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବେ ଟ୍ରମ୍ପ

ଆମେରିକାର ସିନେମା ଶିଳ୍ପକୁ ଅନ୍ୟ ଦେଶମାନେ ଚୋକିକରି ନେଉଛନ୍ତି। ଯେମିତି ଜଣେ ପିଲା ମୁହଁରୁ ଚକୋଲେଟ ଠିକ୍‍ ସେହିପରି। ଏଣୁ ଆମେରିକାକୁ ତା’ର ବ୍ୟବସାୟକୁ ସୁରକ୍ଷିତ କରିବା ପାଇଁ ଟ୍ରମ୍ପ ପ୍ରତିଶୃତି ଦେଇଛନ୍ତି। ଏଥିଲାଗି ବିଦେଶୀ ସିନେମା ଉପରେ ଶତ ପ୍ରତିଶତ ଟିକସ ଲାଗୁ କରିବାକୁ ସଙ୍କେତ ଦେଇଛନଦ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଯେଉଁ  ଫିଲ୍ମସବୁ ଆମେରିକା ବାହାରେ ତିଆରି ହୋଇଥିବା ତାହା ଉପରେ ଏହି ଶୁଳ୍କ ଲାଗୁ ହେବ। ଏହା ହଲିଉଡ୍‍ ଶିଳ୍ପ ଉପରେ ପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି।

ଯୁକ୍ତରାଷ୍ଟ୍ର ଆମେରିକାର ଟାରିଫ ଲାଗୁ ବିଭିନ୍ନଜ ଦେଶ ପାଇଁ ବ୍ୟବସାୟକୁ ଅଡ଼ୁଆରେ ପକାଇଛି। ଏ ଭିତରେ ଏପରି ମନୋରଞ୍ଜନ ଉପରେ ଶୁଳ୍ତକ ଲାଗୁ ନିଷ୍ପତ୍ତି ପରିସ୍ଥିତିକୁ ଆହୁରି କଠୋର କରିପାରେ। ଯେଉଁ ଫିଲ୍ମ ଷ୍ଟଡିଓଗୁଡ଼ିକ ଆନ୍ତର୍ଜାତିକ ଦର୍ଶକଙ୍କ ଉପରେ ନିର୍ଭର କରୁଥିଲେ ଏବେ ସେମାନେ ଏହାଦ୍ୱାରା ଆକ୍ରାନ୍ତ ହେବେ ବୋଲି

Add Zee News as a Preferred Source

ଆଶଙ୍କା କରାଯାଉଛି।

 ସୋଶାଲ୍‍ ମିଡିଆ ଟ୍ରୁଥରେ ଟ୍ରମ୍ପ କହିଛନ୍ତି ‘ ଆମର ଫିଲ୍ମ ତିଆରିକୁ ଆମେରିକାଠାରୁ ଚାୋରି କରାଯାଉଛି। ଯେମିତି ଏକ ଶିଶୁଠାରୁ ମିଠେଇ।

ଏହା ଜଣଶ ନାହିଁ ଯେ ଟ୍ରମ୍ପ କେଉଁ ଆଇନ ବଳରେ ଏ ଟିକସ ଲାଗୁ କରିବେ। ଏପରିକି ଏହି ପ୍ରଶ୍ନର ଉତ୍ତର ମିଳିପାରି ନାହିଁ ବୋଲି ନ୍ୟୁଜ୍‍ ସରବରାହ ସଂସ୍ଥା ରଏଟର କହିଛି। ଏ ଖବର ପ୍ରସାର ହେବା ପରେ ନେଟଫ୍ଲିକ୍ସ ଏହାର ୧.୫% ଶେୟାର ହରାଇଛି।

About the Author