ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ: ୧୩% ଅଭିବୃଦ୍ଧି

ପୂର୍ବତଟ ରେଳପଥ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସର୍ବୋଚ୍ଚ ଲୋଡିଂ ଏବଂ ଅନଲୋଡିଂ ପ୍ରଦର୍ଶନ ହାସଲ କରିଛି। ଏହା ମାଲ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ବୋଲି ପ୍ରକାଶ କରିଛି ପୂର୍ବତଟ ରେଳପଥ। ବିଗତ ଯେକୌଣସି ବର୍ଷରେ ପୂର୍ବତଟ ରେଳପଥର ମାଲ ପରିବହନ କ୍ଷେତ୍ରରେ ଏହା ସର୍ବାଧିକ ରେକର୍ଡ ବୋଲି କୁହାଯାଇଛି। ଅକ୍ଟୋବର ୨୦୨୫ରେ, ପୂର

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ: ୧୩% ଅଭିବୃଦ୍ଧି

About the Author