ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି

ଛାତ୍ରଛାତ୍ରୀମାନେ ବିନା ଜରିମାନାରେ ନଭେମ୍ୱର ୧୧ ତାରିଖ ମଧ୍ୟରେ ଫର୍ମପୂରଣ କରିପାରିବେ । ସେହିପରି ୨ ଶହ ଟଙ୍କା ଜରିମାନାରେ ନଭେମ୍ୱର ୧୩ ତାରିଖରୁ ୧୮ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ।

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି

About the Author