GAIL Indiaରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ମିଳିବ ଦରମା

GAIL India Limited ରେ ଏକଜିକ୍ୟୁଟିଭ୍ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ଏହା ଇଞ୍ଜିନିୟରିଂ ସ୍ନାତକଙ୍କ ପାଇଁ ଏକ ବଡ଼ ସୁଯୋଗ। ଆଗ୍ରହୀ ପ୍ରାର୍ଥୀମାନଙ୍କୁ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ଗେଲ୍ ପକ୍ଷରୁ ପରାମର୍ଶ ଦିଆଯାଉଛି।

GAIL Indiaରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ମିଳିବ ଦରମା

About the Author