)
CPACE 2024: ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ଓଡ଼ିଶା ପୋଲିସ ମୁଖ୍ୟାଳୟ । ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସିଇ ୨୦୨୪), ଆସନ୍ତା ତା ୫.୧୦.୨୦୨୫ ଓ ୬.୧୦.୨୦୨୫ ରିଖ ଦିନ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି ।
ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ଓଡ଼ିଶା ପୋଲିସ ୱେବସାଇଟରୁ //odishapolice.gov.in ରୁ ଡାଉନଲୋଡ କରିପାରିବେ ବୋଲି ସୂଚନା ଜାରି କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ ସୂଚନା...
ଓଡିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସିଇ ୨୦୨୪), ଆସନ୍ତା ତା ୫.୧୦.୨୦୨୫ ଓ ୬.୧୦.୨୦୨୫ ରିଖ ଦିନ ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି l ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ଓଡ଼ିଶା ପୋଲିସ ୱେବସାଇଟରୁ…
— Odisha Police (@odisha_police) September 25, 2025