ISRO Recruitment Job: ୧୦ମ ପାସ୍ କରିଥିବା ଆଶାୟୀଙ୍କ ପାଇଁ ଇସ୍ରୋରେ ବାହାରିଲା ବମ୍ପର ନିଯୁକ୍ତି... ଦରମା ୬୩ ହଜାର

ISRO Recruitment Job: ସରକାରୀ ବିଜ୍ଞପ୍ତିରେ ଖାଲି ପଦବୀ, ଯୋଗ୍ୟତା ମାନଦଣ୍ଡ, ଶାରୀରିକ ମାନଦଣ୍ଡ, ଚୟନ ପ୍ରକ୍ରିୟା ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ପ୍ରାର୍ଥୀମାନଙ୍କୁ SDSC SHAR ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ ପରାମର୍ଶ ଦିଆଯାଉଛି।

ISRO Recruitment Job: ୧୦ମ ପାସ୍ କରିଥିବା ଆଶାୟୀଙ୍କ ପାଇଁ ଇସ୍ରୋରେ ବାହାରିଲା ବମ୍ପର ନିଯୁକ୍ତି... ଦରମା ୬୩ ହଜାର

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ