ରାଜ୍ୟରେ ଖାଲି ପଡିଥିବା ୪୨୧୯ କନେଷ୍ଟବଳ ପଦବୀ ହେବ ପୂରଣ

Odisha Police Constable Recruitment 2025: ରାଜ୍ୟରେ ଖାଲି ପଡିଥିବା ୪୨୧୯ କନଷ୍ଟେବଳ ପଦବୀ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି, ୪୨୧୯ ପୋଲିସ୍ କନେଷ୍ଟବଳ ସିଧାସଳଖ ନିଯୁକ୍ତି ହେବେ। ରାଜ୍ୟ ପୋଲିସ୍ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି।

ରାଜ୍ୟରେ ଖାଲି ପଡିଥିବା ୪୨୧୯ କନେଷ୍ଟବଳ ପଦବୀ ହେବ ପୂରଣ

About the Author