SC ଏବଂ ST ବର୍ଗର ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ ଆଣିଛନ୍ତି ସରକାର
)
ଯଦି ଆପଣ SC କିମ୍ୱା ST ପ୍ରାର୍ଥୀ ଏବଂ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ
)
ଶ୍ରମ ମନ୍ତ୍ରାଳୟ ଅଧୀନ SC ଏବଂ ST ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ ଏହି ସୁଯୋଗ ପ୍ରଦାନ କରାଯାଉଛି
)
ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ ପଦବୀରେ ତାଲିମ୍ ସୁଯୋଗ ଦିଆଯିବ
)
କମ୍ପ୍ୟୁଟର ଆପ୍ଲିକେସନ ସହ ଡେଭଲପମେଣ୍ଟ ଆସୋସିଏଟ୍ ପ୍ରୋଗ୍ରାମ ତାଲିମ୍ ମିଳିବ
)
ଆବେଦନର ଶେଷ ତାରିଖ ଜୁନ୍ ୧୬ , ତେଣୁ ଉକ୍ତ ତାରିଖ ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି
)
୧୮ରୁ ୩୦ ବର୍ଷ ମଧ୍ୟରେ ବୟସ ହୋଇଥିଲେ ଆବେଦନ କରିପାରିବେ
)
ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ସେମାନେ ଏହି ଲାଭ ପାଇପାରିବେ
)
ଜୁଲାଇ ମାସ ପହିଲାରୁ ମାଗଣା ତାଲିମ୍ ଆରମ୍ଭ ହେବ
ट्रेन्डिंग फोटोज़