Advertisement
Article Detail0/zeeodisha/odisha2855081
Zee OdishaOdisha Education And Jobପ୍ରଫେସର ଉମା କାଞ୍ଜିଲାଲ ଇଗ୍ନୋ ନୂତନ କୁଳପତି

ପ୍ରଫେସର ଉମା କାଞ୍ଜିଲାଲ ଇଗ୍ନୋ ନୂତନ କୁଳପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ଉମା କାଞ୍ଜିଲାଲଙ୍କୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ର କୁଳପତି ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ପ୍ରଫେସର କାଞ୍ଜିଲାଲ ବିଗତ ପ୍ରାୟ ଏକ ବର୍ଷ ଧରି ଇଗ୍ନୋ କାର୍ଯ୍ୟନିର୍ବାହୀ କୁଳପତି କୁଳପତି ରୂପେ ଦାୟିତ୍ଵ ସମ୍ପାଦନ କରି ଆସୁଛନ୍ତି । ତା ପୂର୍ବରୁ ସେ ମାର୍ଚ୍ଚ ୨୦୨୧ ରୁ

ପ୍ରଫେସର ଉମା କାଞ୍ଜିଲାଲ ଇଗ୍ନୋ ନୂତନ କୁଳପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ଉମା କାଞ୍ଜିଲାଲଙ୍କୁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ର କୁଳପତି ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ପ୍ରଫେସର କାଞ୍ଜିଲାଲ ବିଗତ ପ୍ରାୟ ଏକ ବର୍ଷ ଧରି ଇଗ୍ନୋ କାର୍ଯ୍ୟନିର୍ବାହୀ କୁଳପତି କୁଳପତି ରୂପେ ଦାୟିତ୍ଵ ସମ୍ପାଦନ କରି ଆସୁଛନ୍ତି । ତା ପୂର୍ବରୁ ସେ ମାର୍ଚ୍ଚ ୨୦୨୧ ରୁ ଜୁଲାଇ ୨୦ ୨୦୨୪ ପର୍ଯ୍ୟନ୍ତ ଇଗ୍ନୋର ସମ କୁଳପତି ଥିଲେ ।

ପ୍ରଫେସର କାଞ୍ଜିଲାଲ ଏହା ପୂର୍ବରୁ ଇଗ୍ଲୋଟ ସ୍କାର ଅନଲାଇନ ଶିକ୍ଷା କେନ୍ଦ୍ର ଏବଂ ସାମାଜିକ ବିଜ୍ଞାନ ବିଦ୍ୟାପୀଠର ନିର୍ଦ୍ଦେଶିକା ମଧ୍ୟ ରହି ରହିଛନ୍ତି ବୋଲି ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।

Also Read- ସଂସଦରେ ହେବ 'ଅପରେସନ ସିନ୍ଦୁର' ସ୍ବତନ୍ତ୍ର ଆଲୋଚନା

Add Zee News as a Preferred Source

Also Read- ଉପକୂଳ ମୁହାଁ ହେବ ଅବପାତ, ଜିଲ୍ଲାପାଳଙ୍କୁ SRCଙ୍କ ଚିଠି, ମତ୍ସ୍ୟଜୀବୀଙ୍କୁ ବାରଣ

 

 

About the Author