Advertisement
Article Detail0/zeeodisha/odisha2757209
Zee OdishaOdisha Education And JobCHSE Plus Two Result 2025: କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ଗଣଶିକ୍ଷା ମନ୍ତ୍ରୀ ଦେଲେ ଏହି ସୂଚନା

CHSE Plus Two Result 2025: କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ଗଣଶିକ୍ଷା ମନ୍ତ୍ରୀ ଦେଲେ ଏହି ସୂଚନା


CHSE Plus Two Result 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର।  ଗତକାଲି ସିବିଏସ୍ଇ ଯୁକ୍ତ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ବାହାରିଛି। ତେବେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ-ସି) ଯୁକ୍ତ ଦୁଇ ରେଜଲ୍ଟ କେବେ ବାହାରିବ। 

 

CHSE Plus Two Result 2025: କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ଗଣଶିକ୍ଷା ମନ୍ତ୍ରୀ ଦେଲେ ଏହି ସୂଚନା

CHSE Plus Two Result 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର।  ଗତକାଲି ସିବିଏସ୍ଇ ଯୁକ୍ତ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ବାହାରିଛି। ତେବେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ-ସି) ଯୁକ୍ତ ଦୁଇ ରେଜଲ୍ଟ କେବେ ବାହାରିବ।  ସେନେଇ ଚାତକ ପରି ଚାହିଁ ରହିଛନ୍ତି ଯାତ୍ରାଛାତ୍ରୀ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ, ଖୁବ୍‌ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସମସ୍ତ ପ୍ରକ୍ରିୟା ଚାଲିଛି, ଆଶା ଖୁବ୍‌ଶୀଘ୍ର ପ୍ରକାଶ ପାଇବ।  ତେବେ, ମେ ୧୫ ତାରିଖ ସୁଧା ପରୀକ୍ଷା ଫଳ ବାହାରିବ ବୋଲି ଲକ୍ଷ ରଖାଯାଇଥିଲା।  ସୂଚନା ଯୋଗ୍ୟ, ମାର୍ଚ୍ଚ ୨୮ରେ ଯୁକ୍ତ ୨ ପରୀକ୍ଷା ଶେଷ ହୋଇଛି।  ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି।  ଏପ୍ରିଲ୍ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଛି। ୨ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି। 

 

Add Zee News as a Preferred Source
About the Author