ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ଫଳାଫଳ, ଏପରି ଚେକ୍ କରନ୍ତୁ

Special OTET 2025 Result: ରାଜ୍ୟରେ ସେପ୍ଟେମ୍ବର ମାସରେ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେଶାଲ୍ OTET)-2025 ର ଫଳାଫଳ ଶନିବାର ଦିନ ପ୍ରକାଶ ପାଇଛି। ଏହି ସ୍ପେଶାଲ OTET-2025 ପରୀକ୍ଷାର ପାସ୍ ହାର ୬୬.୫୦% ରହିଛି।

ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ଫଳାଫଳ, ଏପରି ଚେକ୍ କରନ୍ତୁ
Image Credit: ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ଫଳାଫଳ

About the Author