୨୬ ଅକ୍ଟୋବରରେ ଘରେ ବସି ଦେଖିପାରିବେ ସବ୍ୟସାଚୀଙ୍କ ଅଭିନିତ ସିନେମା 'ଅନନ୍ତା'

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ସୃଷ୍ଟି "ରାଣ୍ଡୀ ପୁଅ ଅନନ୍ତା" ଅବଲମ୍ବନରେ ତିଆରି ଏହି ଫିଲ୍ମ 'ଅନନ୍ତା'ର ମୌଳିକ କାହଣୀଟି ଗତ ରଜ ସମୟରେ ଦର୍ଶକଙ୍କୁ ହଲକୁ ଟାଣିଥିଲା କାରଣ କାହାଣୀରେ ଥିଲା ମାଆ-ପୁଅର ଏକ ଅଦ୍ଭୁତ ଆତ୍ମୀୟତା ।

୨୬ ଅକ୍ଟୋବରରେ ଘରେ ବସି ଦେଖିପାରିବେ ସବ୍ୟସାଚୀଙ୍କ ଅଭିନିତ ସିନେମା 'ଅନନ୍ତା'

About the Author