"ଅଜେୟ" ହିନ୍ଦୀ ଫିଲ୍ମ ମାଧ୍ୟମରେ ଓଲିଉଡ଼ରୁ ସଂସ୍କୃତି ବିନିମୟର ପ୍ରଥା ଆରମ୍ଭ

କିପରି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରିଲେ, ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଅଜେୟ (ଦ ଅନଟୋଲ୍ଡ ଷ୍ଟୋରୀ ଅଫ ଏ ଯୋଗୀ)। ଯୋଗୀ ଆମ ଭାରତ ବର୍ଷରେ ଜନ୍ମ ନେଇଥିବା ଜଣେ ସାଧୁ। ଜଣେ ସାଧୁଙ୍କ ଜୀବନ କାହାଣୀରେ ଅନେକ ଶିକ୍ଷା ମିଳିଥାଏ। ଯାହାକୁ ଆଜିର ପିଢ଼ି ଦେଖିବା ଆବଶ୍ୟକ ଏବଂ କାହାଣୀ ନିଶ୍ଚିତ ଭାବେ ଆଜିକା ଯୁବପିଢ଼ିକୁ ପ୍ରଭାବିତ କରିବ।

"ଅଜେୟ" ହିନ୍ଦୀ ଫିଲ୍ମ ମାଧ୍ୟମରେ ଓଲିଉଡ଼ରୁ ସଂସ୍କୃତି ବିନିମୟର ପ୍ରଥା ଆରମ୍ଭ

About the Author