ସାଇ ଶ୍ରଦ୍ଧା ପ୍ରଡକସନ ଓ କଟକ ବାଲିଯାତ୍ରା ଟିମ୍ ତରଫରୁ ବୈଷ୍ଣବ ପାଣି ମଣ୍ଡପରେ ବୋଇତ ବନ୍ଦାଣ ଗୀତ ପରିବେଷଣ ହୋଇଯାଇଛି ।
Trending Photos
)
Baliyatra 2025: ସାଇ ଶ୍ରଦ୍ଧା ପ୍ରଡକସନ ଓ କଟକ ବାଲିଯାତ୍ରା ଟିମ୍ ତରଫରୁ ବୈଷ୍ଣବ ପାଣି ମଣ୍ଡପରେ ବୋଇତ ବନ୍ଦାଣ ଗୀତ ପରିବେଷଣ ହୋଇଯାଇଛି । ନୃତ୍ୟ ପରିବେଷଣ ଦେଖି ଉପସ୍ଥିତ ଦର୍ଶକ ବହୁତ ପ୍ରଶଂସା କରିଥିଲେ ।
ଏହି ଉତ୍ସବରେ ଗୁରୁ ଡଃ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ, ଓଡ଼ିଶା ସରକାରଙ୍କ ଆଡିସନାଲ୍ ଚିଫ୍ ସେକ୍ରେଟେରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଚଳଚ୍ଚିତ୍ର ପ୍ରଯୋଜିକା ଓ ନିର୍ଦ୍ଦେଶିକା ବିନି ସାମଲ, କ୍ରିଏଟିଭ୍ ହେଡ୍ ମିଡିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ କଳାକାର ମାନେ ଉପସ୍ଥିତ ଥିଲେ।
Also Read- Weekly Tarot Reading: ନଭେମ୍ବର ୧୦ରୁ ୧୬ କିପରି ବିତିବ ? ପଢନ୍ତୁ ରାଶିଫଳ
Also Read- 8th Pay Commission: ଦରମା ସହିତ ଏହି ବିଷୟରେ ସମୀକ୍ଷା କରିବ କମିଶନ, ଆସିବ ମୋଟା ଦରମା !