Entertainment News: ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

Entertainment News: ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଲାଇମଲାଇଟରେ ରହିବା ପାଇଁ ଶର୍ଲିନ ଚୋପ୍ରା ସବୁବେଳେ ବିବାଦକୁ ଆସିଥାନ୍ତି। ଶର୍ଲିନ୍ ରାହୁଲ ଗାନ୍ଧୀଙ୍କୁ ବିବାହ କରିବା ପାଇଁ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି।

Entertainment News: ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

About the Author