Ollywood News: ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ

ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଖଟୁଆ, ସଭାପତି ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ସମ୍ପାଦକ ତାପସ ସରଘରିଆ, ଅନ୍ୟାନ୍ୟ ସଭ୍ୟ ଶ୍ରୀଯୁକ୍ତ ଶକ୍ତି ବରାଳ, ବବି ଇସଲାମ, ଅଶୋକ ପତି, ଶୈଳେନ୍ଦ୍ର ପରିଡା, ସିଲୁ ମହାନ୍ତି, ଶିବ ମହାନ୍ତି, ଅବତାର ସିଂହ, ଚନ୍ଦନ ମହାପାତ୍ର ଏବଂ ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ କାର୍ଯ୍ୟରତ ସମସ୍ତ ବିଭାଗର କର୍ମକର୍ତ୍ତାଙ୍କ ବିଷୟରେ ଆଲୋଚନା ହୋଇଥିଲା ।

Ollywood News: ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ

About the Author