ସିନେପ୍ରେମୀଙ୍କ ପାଇଁ ଖୁସି ଖବର ! ଦୁର୍ଗା ପୂଜାରେ ଦେଖିବାକୁ ପାଇବେ ଓଡ଼ିଆ ଫିଲ୍ମ 'ଦଶମ'

ଫିଲ୍ମରେ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନୀ ପ୍ରତିକ, ଅର୍ମାନ ମହାନ୍ତି, ଜଣ୍ଟି, ସିମ୍ରନ, ନୀଲାଖି, ସୁମନ ପଟ୍ଟନାୟକଙ୍କ ସମେତ ଅଭିଜ୍ଞ ରବି ମିଶ୍ର ଏବଂ ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ସ୍କୁଲ ବେଳର କିଛି ଖଟା ମିଠା କଥା, ଦଶମ ଶ୍ରେଣୀର କିଛି ଅନୁଭୂତିକୁ ନେଇ ଫିଲ୍ମ ହଲରେ ବହୁତ ଭଲ ପ୍ରଦର୍ଶନ କରିଥିଲା ।

ସିନେପ୍ରେମୀଙ୍କ ପାଇଁ ଖୁସି ଖବର ! ଦୁର୍ଗା ପୂଜାରେ ଦେଖିବାକୁ ପାଇବେ ଓଡ଼ିଆ ଫିଲ୍ମ 'ଦଶମ'

About the Author