ଅଭିନେତା ମୋହନଲାଲ ପାଇବେ ଦାଦାସାହେବ ଫାଲ୍‌କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଅଭିନେତା ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାର 2023 ରେ ସମ୍ମାନିତ କରାଯିବ। ଭାରତୀୟ ସିନେମାରେ ମୋହନଲାଲଙ୍କର ବିଶିଷ୍ଟ ଅବଦାନ ପାଇଁ 'ଦାଦାସାହେବ ଫାଲକେ'ରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅଭିନେତା ମୋହନଲାଲ ପାଇବେ ଦାଦାସାହେବ ଫାଲ୍‌କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

About the Author