Ollywood News: ବିବାଦ କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛନ୍ତି ଅଭିନେତା ମନୋଜ ମିଶ୍ର ?

ଓଲିଉଡ ଅଭିନେତା ମନୋଜ ମିଶ୍ର ଅଭିନୟରେ କମ ବରଂ ବିବାଦ ପାଇଁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି ବୋଲି ସାଧାରଣ ଲୋକେ ଚର୍ଚ୍ଚା କଲେଣି । କେତେବେଳେ କେଉଁ ସିନେମାକୁ ଭଲ ଆଉ କେଉଁ ସିନେମାକୁ ଖରାପ କହି ସୋସିଆଲ ମିଡିଆରେ ବିବାଦକୁ ଆସୁଛନ୍ତି ତ ପୁଣି କେତେବେଳେ ସେହି ବିବାଦ ପାଇଁ ଥାନା ସାମ୍ନାରେ ଧସ୍ତାଧସ୍ତି ଖବର ମଧ୍ୟ ସାମ୍ନାକୁ ଆସିଛି । ଓଲିଉ

Ollywood News: ବିବାଦ କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛନ୍ତି ଅଭିନେତା ମନୋଜ ମିଶ୍ର ?

About the Author