Odisha Entertainment News: ନୂଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ର ପୋଷ୍ଟ ପ୍ରଡ଼କସନ କାମ ଶେଷ, ଜାନୁଆରୀରେ ଶୁଭମୁକ୍ତି

ଭୁବନେଶ୍ୱର: ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ' ର ପୋଷ୍ଟ ପ୍ରଡ଼କସନ ଶେଷ ଜାନୁଆରୀ ରେ ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି l ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି l ଚକ୍ରାନ୍ତ ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର

Odisha Entertainment News:  ନୂଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ର ପୋଷ୍ଟ ପ୍ରଡ଼କସନ କାମ ଶେଷ, ଜାନୁଆରୀରେ ଶୁଭମୁକ୍ତି

About the Author