ସୁଟିଂ ଫ୍ଲୋରରେ ଓଡ଼ିଆ ଚଳଚ୍ଚିତ୍ର ‘ଲାଇନ୍‌ବାଲା’,ଏକ ସତ୍ୟ ଏବଂ ଜୀବନର ଗତାନୁଗତିକ କାହାଣୀ

ଅଭିନେତା ସମ୍ବିତ ଆଚାର୍ଯ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସୁଛନ୍ତି ସ୍ବପ୍ନା ପ୍ରିୟଦର୍ଶିନୀ। ତାଙ୍କ ବ୍ୟତୀତ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଅଶ୍ରୁମୋଚନ ମହାନ୍ତି, ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡାଙ୍କ ସମେତ ଆହୁରି ଅନେକ କଳାକାର ।

ସୁଟିଂ ଫ୍ଲୋରରେ ଓଡ଼ିଆ ଚଳଚ୍ଚିତ୍ର ‘ଲାଇନ୍‌ବାଲା’,ଏକ ସତ୍ୟ ଏବଂ ଜୀବନର ଗତାନୁଗତିକ କାହାଣୀ

About the Author