ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି ।
)
ଅନେକ ସମୟରେ ସମାଜସେବାରେ ନିଜକୁ ନିୟୋଜିତ କରୁଥିବା ରାଣୀ ପଣ୍ଡା ଦେଢ କୋଟି ଟଙ୍କା ମୁଁ କରଜରେ ଆଣି ଯାତ୍ରା ପାର୍ଟି କରିଛି ବୋଲି କହିଛନ୍ତି ।
)
ମାସକୁ ୨୦ ଲକ୍ଷ ଟଙ୍କା ମୁଁ ସୁଧ ଗଣୁଛି ବୋଲି ରାଣୀ କହିଛନ୍ତି
)
ଯାତ୍ରା ପାର୍ଟିରେ ମୋର ଅନେକ ଜିନିଷ ବ୍ୟବହାର କରିଛି ଏପରି କି ନିଜ ବାଡିରୁ ବାଉଁଶ ଆଣି ଯାତ୍ରା ପାର୍ଟିରେ ଲଗେଇଛି ବୋଲି ରାଣୀ କହିଛନ୍ତି
)
ମୋର ସୁନା ଗହଣା ବନ୍ଧା ପଡିକି ପଇସା ଆସି ଯାତ୍ରାରେ ଲାଗିଛି
)
କେବଳ ସେତିକି ନୁହେଁ ମୋ ଘର ଜମି ବନ୍ଧା ପଡି ପଇସା ଆସିକି ଲାଗିଛି ବୋଲି ରାଣୀ କହିଛନ୍ତି
)
ଆପଣଙ୍କୁ କହିରଖୁଛୁ ଯେ, ରାଣୀ ପଣ୍ଡା ପ୍ରଥମେ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିଲେ
)
ପରବର୍ତ୍ତୀ ସମୟରେ ନିଜ ପ୍ରେମ ଜୀବନ ମଧ୍ୟ ରାଣୀକୁ ଚର୍ଚ୍ଚାକୁ ଆଣିଥିଲା
)
ପ୍ରେମିକ ବିକ୍ରମ ଧୋକା ଦେଇ ଅନ୍ୟତ୍ର ବିବାହ କରିବା ପରେ ରାଣୀ କ୍ରିୟାକର୍ମ କରିଥିଲେ
)
ବ୍ୟକ୍ତିଗତ ଜୀବନ ଯେତେ ଜଟିଳ ହୋଇଥିଲେ ମଧ୍ୟ ନିଜ ବୃତ୍ତିଗତ ଜୀବନରେ ଆଗକୁ ବଢିଚାଲିଛନ୍ତି ରାଣୀ
)
କିଛି ଯାତ୍ରାପାର୍ଟିରେ ଅଭିନୟ କରିବା ପରେ ରାଣୀ ନିଜେ ଯାତ୍ରା 'ନାଟ୍ୟମଣ୍ଡପ' ଅନୁଷ୍ଠାନ ଗଢିତୋଳିଛନ୍ତି
)
ରାଣୀଙ୍କ ଯାତ୍ରା ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ସମାଗମ ହେଉଥିବା ପରିଲକ୍ଷିତ ହେଉଛି ।
ट्रेन्डिंग फोटोज़