Asima Panda: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଫିଲ୍ମ, ଆଲବମ୍ ଓ ଭଜନ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି। ତାଙ୍କର ସ୍ବର ଲୋକଙ୍କୁ ପାଗଳ କରେ। କେବଳ ଫିଲ୍ମ କି ଆଲବମ୍ ନୁହେଁ, ଏକାଧିକ ମେଲୋଡି ପୋଗ୍ରାମ୍-ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ଦାରିଙ୍ଗିବାଡି଼ କଫି ବଗିଚାରୁ ଅସୀମାଙ୍କ ଫଟୋ ଭାଇରାଲ୍ ହୋଇଛି। ତାହା ପୁଣି ଜଣେ ଯୁବକଙ୍କ ସହ। ତେବେ, ଚର୍ଚ୍ଚା ହେଉଛି ଏହି ଯୁବକ ଜଣକ କିଏ। ନଜର ପକାନ୍ତୁ ସୋସିଆଲ୍ ମିଡିଆରେ ଭାଉରାଲ୍ ହେଉଥିବା ଏହିସବୁ ଫଟୋ ଗୁଡିକ ଉପରେ...
)
ନିକଟରେ କଣ୍ଠଶିଳ୍ପୀ ଅସୀମା ପଣ୍ତା ଦାରିଙ୍ଗିବାଡିକୁ ବୁଲିବାକୁ ଯାଇଥିଲେ।
ALSO READ: Gajakesari Yoga 2024: ଏହିସବୁ ରାଶିଙ୍କୁ ମାଲାମାଲ୍ କରିବ ଗଜକେଶରୀ ଯୋଗ, ମିଳିବ ସମସ୍ତ କ୍ଷେତ୍ରରେ ସଫଳତା ସହ...
)
ଦାରିଙ୍ଗିବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା , ଡଲୁରୀ ପାଇନ୍ ବଣ ଓ ହିଲ୍-ଭିୟୁ ପାର୍କ ବୁଲିଥିଲେ।
)
ଦାରିଙ୍ଗିବାଡିର ପ୍ରକୃତିକୁ ଦେଖି ସେ ବିଭୋର ହୋଇ ପଡିଥିଲେ।
)
ଫ୍ୟାନ୍ସମାନେ ତାଙ୍କୁ ପାଖରୁ ଦେଖି ସେଲଫି-ଉଠାଇବା ସହିତ ଅଟୋଗ୍ରାଫ୍ ନେଇଥିଲେ।
)
ସେ ରାଇକିଆ ବ୍ଲକ୍ ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏବଂ ମଣ୍ତସୁର ବଙ୍ଗଳାରେ ରାତ୍ରି ଯାପନ କରିଥିଲେ।
)
ଅସୀମାଙ୍କର କଫି ବଗିଚାର ସବୁ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାର ଲାଗିଛି।
)
ଭାଇରାଲ୍ ହେଉଥିବା ଫଟୋରେ ଜଣେ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
)
ତେବେ, ଚର୍ଚ୍ଚା ହେଉଛି , ଏହି ଯୁବକ ଜଣକ କିଏ? କାବା ସହ କଫି ବଗିଚା ବୁଲୁଥିଲେ ଅସୀମା।
)
ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
)
ବିଶେଷକରି, ସେହି ଯୁବକଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି ଅସୀମାଙ୍କ ଫ୍ୟାନ୍ସ-ଫଲୋର୍ସ ।
)
ତେବେ, ମିଳିଥିବା ସୂଚନା ଅନୁସାରେ, ଅସୀମା,ନିଜ ଭାଇଙ୍କ ସହ କଫି ବଗିଚା ବୁଲୁଥିଲେ। ଆଉ ତାଙ୍କ ସାଙ୍ଗରେ ବାପା-ମାଆ ମଧ୍ୟ ଥିଲେ।
ट्रेन्डिंग फोटोज़