Advertisement
Photo Details/zeeodisha/odisha2556273
photoDetails0hindi

Dipti Rekha Padhi: ହରିୟାଣାରେ କ'ଣ କରୁଛନ୍ତି କଣ୍ଠଶିଳ୍ପୀ ଦୀପ୍ତିରେଖା? ଭାଇରାଲ୍ ଏହିସବୁ ଫଟୋ

Dipti Rekha Padhi: ଓଡି଼ଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ। ଏକାଧାରରେ ଜଣେ କଣ୍ଠଶିଳ୍ପୀ ଓ ଅଭିନେତ୍ରୀ। ତାଙ୍କ ସ୍ବରର ଯାଦୁ ଲୋକଙ୍କ ମନ କିଣେ। ଭଜନ ହେଉକି ଆଲବମ୍ କି ଫିଲ୍ମ ଗୀତ । ସବୁଥିରେ ତାଙ୍କର ସ୍ବର ଗୀତର ଶୋଭା ବଢାଇ ଥାଏ। ଏକାଧିକ ଓଡିଆ ମେଗା ଧାରାବାହିକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ତେବେ, ଦିପ୍ତୀଙ୍କର କିଛି ଫଟୋ ରାଜ୍ୟ ବାହାରୁ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...

2/10

ଏକାଧିକା ଆଲବମ୍ ଓ ଭଜନରେ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି।

3/10

ତାଙ୍କର ସୁନ୍ଦର ଚେହାର ସାଙ୍ଗକୁ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖେ। 

4/10

ସୋସିଆଲ୍ ମିଡିଆରେ ଦୀପ୍ତି ବେଶ୍ ଆକ୍ଟିଭ୍।

5/10

ଜୀବନରେ ଘଟୁଥିବା ଟିକ-ନିକ୍ ଘଟଣାବଳୀକୁ ସେ ନିଜ ଫ୍ୟାନ୍ସଙ୍କ ସହ ଇନଷ୍ଟାଗ୍ରାମ୍-ରେ ସେୟାର କରନ୍ତି।

6/10

ନିକଟରେ ଦୀପ୍ତି ହରିୟାଣାର କୁରୁକ୍ଷେତ୍ରର ସହରକୁ ବୁଲିବାକୁ ଯାଇଥିଲେ। 

7/10

ଯାହାର ଫଟୋ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି।

8/10

ଫଟୋରେ ଦେଖିବାକୁ ମିଳିଛି ଯେ, ଦୀପ୍ତି ଏକା ନୁହଁନ୍ତି ବରଂ ତାଙ୍କ ସହିତ କଣ୍ଠଶିଳ୍ପୀ ଜ୍ୟୋତିରମୟୀ ନାୟକଙ୍କ ସହିତ ଅନ୍ୟମାନେ ମଧ୍ୟ ରହିଥିଲେ। 

9/10

ଦୀପ୍ତି ଏହି ସ୍ଥାନକୁ ବେଶ୍ ଭଲ ଭାବରେ ବୁଲାବୁଲି କରିବା ସହିତ ଖୁସି ମିଜାଜ୍-ରେ ତାଙ୍କୁ ଦେଖିବାକୁ ମିଳିଛି। 

10/10
ତେବେ, ହରିୟାଣାର କୁରୁକ୍ଷେତ୍ର ସହରରୁ ଦୀପ୍ତି କାହିଁକି ଯାଇଥିଲେ, ସେନେଇ କୌଣସି ସୂଚନା ଆମର ହସ୍ତଗତ ହୋଇନାହିଁ।