ପରଲୋକରେ ଓଲିଉଡ ଗାୟକ ହ୍ୟୁମାନ ସାଗର
)
ଭୁବନେଶ୍ୱର ଏମ୍ସ ପକ୍ଷରୁ କୁହାଯାଇଛି ଯେ, କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ହୋଇଛି ।
)
ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ହ୍ୟୁମାନଙ୍କ ମୃତ୍ୟୁ ଘଟିଛି
)
ହ୍ୟୁମାନଙ୍କ ଦେହାନ୍ତ ପରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି
)
କିଛି ଦିନ ପୂର୍ବରୁ ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ପ୍ରଥମେ କଟକ ଏବଂ ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା
)
୨୦୧୭ ମସିହାରୁ ଓଲିଉଡ ଜଗତରେ ରାଜ କରୁଥିଲେ ହ୍ୟୁମାନ
)
ସାରା ଓଡ଼ିଶାରେ ହ୍ୟୁମାନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ରହିଛନ୍ତି ।
)
ହ୍ୟୁମାନଙ୍କ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରିଥିଲେ ମଧ୍ୟ ଶେଷରେ ଆଖିରେ ଲୁହ ଦେଇ ଚାଲିଗଲେ ହ୍ୟୁମାନ ।
)
ଆଜି ସକାଳେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ହ୍ୟୁମାନଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସୁନାହିଁ ।
)
ସରକାରୀ ସ୍ତରରେ ମଧ୍ୟ ସମସ୍ତ ବ୍ୟବସ୍ଥା ଓ ସହଯୋଗ କରାଯାଇଥିଲା ।
ट्रेन्डिंग फोटोज़