ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ବର ବେଶରେ ବାହାରିଛନ୍ତି ଜାଗ୍ରତିଙ୍କ ହାତ ଧରି ଘରକୁ ଆଣିବା ପାଇଁ
)
ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ଏବଂ ଜାଗ୍ରତି
)
ଅଳ୍ପ କେତେଜେଣ ହାତଗଣତି ଅତିଥି ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ
)
ପରସ୍ପରଙ୍କୁ ଫୁଲମାଳ ପିନ୍ଧାଉଛନ୍ତି ଜାଗ୍ରତି ଏବଂ ଅନୁଭବ
)
ଅନୁଭବଙ୍କ ନାମରେ ଯୋଡି ହେଲା ଜାଗ୍ରତିଙ୍କ ନାମ
)
ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳାଙ୍କ ବିଶେଷ ଫଟୋ
)
ବିବାହ କରି ଆଜିଠୁ ଏକାଠି ହେବେ ସୁପରଷ୍ଟାର ଅନୁଭବ ଏବଂ ଜାଗ୍ରତି
)
ବିବାହ ପାଇଁ ବର ଗାଡି ଯାଉଛି ରୋଷଣୀ କରି
)
ବରଯାତ୍ରୀଙ୍କ ଗହଣରେ ବର ଅନୁଭବ
)
ସୁସଜ୍ଜିତ ଗାଡି ଜାଗ୍ରତିଙ୍କ ବର ଅନୁଭବଙ୍କ ପାଇଁ
)
ଏହି ଗାଡିରେ ଅନୁଭବ ବର ବେଶରେ ଯାଉଛନ୍ତି
ट्रेन्डिंग फोटोज़