Nirmal kapoor passes away: ବଲିଉଡ ଅଭିନେତା ଅନିଲ କପୁରଙ୍କ ମାଆ ଆଉ ଏହି ଦୁନିଆରେ ନାହାନ୍ତି।
)
ଏହା କୁହାଯାଉଛି ଯେ, ନିର୍ମଳ କପୁର ପ୍ରାୟ ୧ ସପ୍ତାହ ଧରି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
)
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କପୁର ପରିବାର ପକ୍ଷରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
)
ଆଜି ସନ୍ଧ୍ୟାରେ ଆମେ ନିର୍ମଳ କପୁରଙ୍କ ଦେହାନ୍ତ ହେବାର ଖରାପ ଆସିଛି ।
)
ନିର୍ମଳ କପୁରଙ୍କ ମୃତ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଶ୍ଚିତ କରାଯାଇ ନାହିଁ।
)
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିର୍ମଳ କପୁର ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ବର୍ତ୍ତମାନ କପୁର ପରିବାରରେ ଶୋକର ଲହରୀ ଖେଳିଯାଇଥିବା ସୂଚନା ମିଳିଛି ।
)
ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ମାଆଙ୍କ ଜନ୍ମଦିନରେ ଅନିଲ କପୁର ନିଜ ମାଆଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ତାଙ୍କର ଏକ ପୁରୁଣା ଫଟୋ ଥିଲା ।
)
ସୋସିଆଲ ମିଡିଆରେ ସେୟାର ହୋଇଥିବା ଗୋଟିଏ ଫଟୋରେ, ନିର୍ମଳ କପୁରଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖିବାକୁ ମିଳିଥିଲା।
)
ନିର୍ମଳ କପୁରଙ୍କ ବିଦାୟ ପରେ କପୁର ପରିବାରର ମୂଳଦୁଆ ଦୋହଲିଯାଇଛି ବୋଲି ପ୍ରଶଂସକମାନେ ମତବ୍ୟକ୍ତ କରିଛନ୍ତି ।
ट्रेन्डिंग फोटोज़