ଭୁବନେଶ୍ୱର ଏମ୍ସରେ ବର୍ତ୍ତମାନ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଚିକିତ୍ସା ଚାଲିଛି ।
)
'ପ୍ରଥମ ୪୮ ଘଣ୍ଟାରେ ୧୦ ପ୍ରତିଶତ ପାଖାପାଖି ରିକଭରି କରିଥିଲେ ହ୍ୟୁମାନ କିନ୍ତୁ ବର୍ତ୍ତମାନ ଶେଷ ୨୪ ଘଣ୍ଟାରେ ହ୍ୟୁମାନଙ୍କର ସେମିତି ଭିଜିବୁଲ୍ ରିକଭରି ହେଇନି' ଶ୍ରୀୟା ମିଶ୍ର
)
'ସ୍ୱାସ୍ଥ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ହେଇନଥିବାରୁ ହ୍ୟୁମାନଙ୍କୁ ବର୍ତ୍ତମାନ ଏୟାର ଲିଫ୍ଟ କରିବା ସମ୍ଭବ ନୁହେଁ' ଶ୍ରୀୟା ମିଶ୍ର
)
'ହ୍ୟୁମାନଙ୍କ ସୁସ୍ଥତା ପାଇଁ ଡାକ୍ତରମାନେ ଚେଷ୍ଟା ଚଳାଇଛନ୍ତି, ଆଡଭାନ୍ସ ଟେକନୋଲୋଜି, ମେଡିସିନ, ଇଞ୍ଜେକ୍ସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି' ଶ୍ରୀୟା ମିଶ୍ର
)
ଅବସ୍ଥାରେ ପରିବର୍ତ୍ତନ ଆସିଲେ ଏୟାର ଲିଫ୍ଟ କରାଯିବ ବୋଲି ହ୍ୟୁମାନ ସାଗରଙ୍କ ସ୍ତ୍ରୀ କହିଛନ୍ତି
)
'ହ୍ୟୁମାନଙ୍କୁ ଏଠାରେ ବହୁତ ଭଲରେ ରଖାଯାଇଛି । ଏବେ ପରିସ୍ଥିତି ଯାହା ଭଗବାନ ଚାହିଁବେ କରିବେ' ଶ୍ରୀୟା ମିଶ୍ର
)
ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶ୍ରୀୟା କହିଛନ୍ତି
)
ଅନେକ ଶୁଭେଚ୍ଛୁ ଏଠାକୁ ଆସୁଛନ୍ତି ଦେଖା କରିବା ପାଇଁ ସେମାନଙ୍କ ଭଲ ପାଇବା ଦେଖି ଖୁବ ଖୁସି ଲାଗୁଛି
)
ଆମେ ସମସ୍ତେ ଚାହୁଁଛୁ, ସେ ଶୀଘ୍ର ଭଲ ହୋଇଯାଆନ୍ତୁ ।
)
କିଛି ଦିନ ଅପେକ୍ଷା କରିବାକୁ ଡାକ୍ତର କହିଛନ୍ତି ବୋଲି ଶ୍ରୀୟା କହିଛନ୍ତି ।
)
ହସ୍ପିଟାଲ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଶ୍ରୀୟା ସୂଚନା ଦେଇଛନ୍ତି
ट्रेन्डिंग फोटोज़