ବିବାହ ପରେ ଶାଶୁ ଘରକୁ ଆସିଛନ୍ତି ଜାଗ୍ରତି ଶୁକ୍ଳା । ପରମ୍ପରା ଅନୁଯାୟୀ ଚତୁର୍ଥୀ ପିଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
)
ମାର୍ଚ୍ଚ ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳା
)
ଦିଲ୍ଲୀର ତ୍ୟାଗରାଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥିଲା
)
ଅନୁଭବଙ୍କ ବାନ୍ଧବୀରୁ ବଧୂ ସାଜିଛନ୍ତି ସାମ୍ୱାଦିକା ଜାଗ୍ରତି ଶୁକ୍ଳା
)
ବିବାହ ଏବଂ ପରର ଫଟୋ ଗୁଡିକ ଜାଗ୍ରତି ନିଜ ସୋସିଆଲ ମିଡିଆ ପେଜ୍ ରେ ସେୟାର କରିଛନ୍ତି
)
ବିବାହ କାର୍ଯ୍ୟକ୍ରମରେ ମାତ୍ର ଅଳ୍ପ କିଛି ହାତ ଗଣତି ଅତିଥି ଯୋଗ ଦେଇଥିଲେ
)
ଆପଣଙ୍କୁ କହିରଖୁଛୁ ଯେ, ଜାଗ୍ରତିଙ୍କ ପୂର୍ବରୁ ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ୨୦୧୪ ଫେବୃଆରୀ ୮ ତାରିଖରେ ବିବାହ କରିଥିଲେ
)
କିନ୍ତୁ ପରବର୍ତ୍ତୀ ସମୟରେ ପାରିବାରିକ ବିବାଦ କାରଣରୁ ୨୧ ଡିସେମ୍ୱର ୨୦୨୩ରେ ବିବାହ ବିଚ୍ଛେଦ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ
ट्रेन्डिंग फोटोज़