Satyabanar Swarg Yatra: ଜୀ ସାର୍ଥକରେ ଦେଖନ୍ତୁ ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ 'ସତ୍ୟବାନର ସ୍ଵର୍ଗଯାତ୍ରା', ଏହି ଦିନ, ଏହି ସମୟରେ...

Satyabanar Swarg Yatra: ଏପଟେ ସତ୍ୟବାନ ଏଇ ସବୁ କାମ କରିବା ଭିତରେ ବହୁତ ହତାଶ ଅନୁଭବ କରନ୍ତି ଏବଂ ମାନେ ମାନେ ଭାବନ୍ତି ଯେ ସେ ସାବିତ୍ରୀଙ୍କ ସତ୍ୟବାନ ପରି ବଞ୍ଚିବା ଅପେକ୍ଷା ମରିବାଟା ଭଲ । ଠିକ୍ ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଯମର ଦୂତମାନେ, ସତ୍ୟବାନଙ୍କ ଆତ୍ମାକୁ ଯମପୁରୀକୁ ନେଇଯାଆନ୍ତି ଓ ପ୍ରକୃତ କାହାଣୀ ସେତେବେଳେ ଆରମ୍ଭ ହୁଏ। ତେବେ କଣ ହେବ ସତ୍ୟବାନ ଓ ସବିତାଙ୍କର । ସତ୍ୟବାନ କଣ ଫେରିବେ ମର୍ତ୍ୟକୁ ? ସବିତା କଣ ପ୍ରକୃତ ଜୀବନର ସାବିତ୍ରୀ ହୋଇପାରିବେ ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

Satyabanar Swarg Yatra: ଜୀ ସାର୍ଥକରେ ଦେଖନ୍ତୁ ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ 'ସତ୍ୟବାନର ସ୍ଵର୍ଗଯାତ୍ରା', ଏହି ଦିନ, ଏହି ସମୟରେ...

About the Author