Premiere of Bhai: ଏଥର ରଜରେ ଜୀ ସାର୍ଥକରେ ଦେଖନ୍ତୁ ୱାର୍ଲ୍ଡ ଟିଭି ପ୍ରିମିୟର 'ଭାଇ', ଜାଣନ୍ତୁ ସମୟ ଓ ବାର...

Premiere of Bhai: ଜଣେ ଅଭିଭାବକ ଓ ମାର୍ଗଦର୍ଶକର ଭୂମିକା ଗ୍ରହଣ କରେ। କିନ୍ତୁ ଯେତେବେଳେ ବିଶ୍ୱାସଘାତକତା, ପ୍ରତିଶୋଧ ଏବଂ ଅପ୍ରତ୍ୟାଶିତ ବିପଦର ଏକ ଜାଲ ସେମାନଙ୍କ ଜୀବନର ଖୁସିକୁ ବିପଦରେ ପକାଏ, ସେତେବେଳ ଦୁଇ ଜଣଙ୍କୁ କଳ୍ପନା ବାହାରେ ବଳିଦାନ ଦେବାକୁ ସମୟ ବାଧ୍ୟ କରେ । ତେବେ କେଉଁମାନେ ଦୁଇ ଭାଇ ଭଉଣୀଙ୍କ ଜୀବନରେ ଆଣନ୍ତି ବିପଦ ? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

Premiere of Bhai: ଏଥର ରଜରେ ଜୀ ସାର୍ଥକରେ ଦେଖନ୍ତୁ ୱାର୍ଲ୍ଡ ଟିଭି ପ୍ରିମିୟର 'ଭାଇ', ଜାଣନ୍ତୁ ସମୟ ଓ ବାର...

About the Author