ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ

Shah Rukh Khan: ଆପଣଙ୍କୁ କହିରଖୁଛୁ ଯେ ଶାହାରୁଖ ଖାନ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପତ୍ନୀ ଗୌରୀ ଜଣେ ହିନ୍ଦୁ । ଏପରି ପରିସ୍ଥିତିରେ କିଙ୍ଗ୍ ଖାନଙ୍କ ପିଲାମାନେ ତାଙ୍କୁ ପଚାରନ୍ତି ଆମର ଧର୍ମ କ’ଣ? ଶାହାରୁଖ ପିଲାମାନଙ୍କୁ ଏହି ପ୍ରଶ୍ନର ଅତି ଦାର୍ଶନିକ ଢଙ୍ଗରେ ଉତ୍ତର ଦିଅନ୍ତି ।

ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ

About the Author