Odisha Politics: ସତ୍ତା ବଞ୍ଚାଇବାକୁ ଡିଲ କରୁଛନ୍ତି ବରିଷ୍ଠ ନେତା

ଭୁବନେଶ୍ୱର: ବିଜୁ ଜନତା ଦଳ ଭିତରେ ପାଣ୍ଡିଆନ୍‍ଙ୍କୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ଶୀତଳ ଯୁଦ୍ଧ ଏବଂ ବିଜେପିରେ ଅସନ୍ତୋଷ ଆଉ କଂଗ୍ରେସର ଡୁବୁଥିବା ଡଙ୍ଗାରେ କିଛି ବରିଷ୍ଠ ରାଜନେତା ଆଉ ନିଜ ଭବିଷ୍ୟତକୁ ଦେଖିପାରୁ ନାହାନ୍ତି। ୨୦୨୯ରେ ସେମାନେ ପ୍ରତିନିଧିତ୍ୱ କରୁଥିବା ଦଳରୁ ଆଉ ଟିକଟ ଖଣ୍ଡେ ପାଇବେ କି ନା ତାହା ଏ ନେତାଙ୍କ ଲାଗି ଆଶଙ୍କା

Odisha Politics: ସତ୍ତା ବଞ୍ଚାଇବାକୁ ଡିଲ କରୁଛନ୍ତି ବରିଷ୍ଠ ନେତା

About the Author