ଦୁଇ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ଭୁବନେଶ୍ଵର, ଦୁଇ ମାସର କଟକଣା ପରେ ଆଜି ହଟିଛି ନଦୀ, ସମୁଦ୍ର ମୁହାଣରୁ ମାଛଧରା କଟକଣା। ଆଜିଠାରୁ ଆରମ୍ଭ ହୋଇଛି ମାଛଧରା। ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ରାଜ୍ୟର ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଠାରୁ ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍‌ ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମ

ଦୁଇ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ