• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Gajapati
  • /ଚାଷୀଙ୍କ ମୁଣ୍ଡ ବିନ୍ଧାଇଲା ଅଦିନିଆ ବର୍ଷା

ଚାଷୀଙ୍କ ମୁଣ୍ଡ ବିନ୍ଧାଇଲା ଅଦିନିଆ ବର୍ଷା

ମୁଣ୍ଡ ବିନ୍ଧାଉଛି ଅଦିନିଆ ବର୍ଷା

Edited ByZee Odisha Desk
Published: Jan 30, 2021, 10:06 AM IST|Updated: Jan 30, 2021, 10:06 AM IST
joinshare
ଚାଷୀଙ୍କ ମୁଣ୍ଡ ବିନ୍ଧାଇଲା ଅଦିନିଆ ବର୍ଷା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha News: ୧୩ କୋଟିର ଗଞ୍ଜେଇ ଜବତ

    Odisha News: ୧୩ କୋଟିର ଗଞ୍ଜେଇ ଜବତ

    2

    Pm Modi: 'ଜୋ ଖେଲେଗା ଓ୍ବ ଖିଲେଗା'

    3

    Top 10 News Today: IIRF ରାଙ୍କିଂ-୨୦୨୬ରେ ଓଡ଼ିଶାର ୩ ପ୍ରମୁଖ ସରକାରୀ ମେଡିକାଲ କଲେଜ, ପୂର୍ବତନ

    4

    IIRF 2026 Rankings: IIRF 2026 ରାଙ୍କିଂରେ ଓଡ଼ିଶାର ତିନି ସରକାରୀ ମେଡିକାଲ କଲେଜ

    5

    KBC: 'କୌନ୍ ବନେଗା କରୋଡପତି' ମଞ୍ଚରେ ମାଲକାନଗିରିର ଝିଅ ଜୟନ୍ତୀ

    ସୁଜିତ ବିଷୋୟୀ, ଗଜପତି: ଅଦିନିଆ ବର୍ଷାରେ ଭିଜିଲା ଅମଳ ଧାନ,  ଅମଳର ଗୋଟିଏ ମାସପରେ ମଧ୍ୟ ମିଲର ଗ୍ରହଣ ନକରିବା ଯୋଗୁଁ ମଣ୍ଡି ସାମନାରେ ଏବଂ ଖଳାରେ ପଡି ରହିଥିଲା ଧାନ,ବିଳମ୍ବିତ ରାତ୍ରିରେ ଅଦିନିଆ ବର୍ଷା ଯୋଗୁଁ ଭିଜି ଯାଇଛି।  ଯଦି ଅଧିକ ବର୍ଷା ଲାଗି ରହେ ତାହେଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି। 

    ଏବେ ମିଲର ଭିଜି ଯାଇଥିବା ଧାନକୁ ଗ୍ରହଣ ନକରିବାର ଭୟ ରହିଛି  । ଗତ ବର୍ଷ ମଧ୍ୟ ଟୋକେନ ମାଧ୍ୟମରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଣି ଚଳିତ ବର୍ଷ ଆବଶ୍ୟକ ଟାରଗେଟ ଓ ଟୋକେନ ପାଇନାହାନ୍ତି ଚାଷୀ ଫଳରେ ଧାନ ବାହାରେ ପଡି ରହିଛି।  ଯଥା ଶୀଘ୍ର ସରକାର ଏହାର ସମାଧାନ କରିବା ଜରୁରି ହୋଇପଡିଛି  ।

    Add Zee News as a Preferred Source
    TAGS:
    Farmer
    odisha farmer
    Paddy Field
    Irregular Rain
    Odisha news