ସାମାନ୍ୟ ବର୍ଷାରେ ବେହାଲ ପାରଳାଖେମୁଣ୍ଡି
ଅସରାଏ ବର୍ଷାରେ ବେହାଲ ପାରଳାଖେମୁଣ୍ଡି ସହର । ରାସ୍ତା ଉପରେ ଆଣ୍ଠୁଏ ପାଣି । ସୃଷ୍ଟି ହୋଇଛି କୃତିମ ବନ୍ୟା । ଏ ଦୃଶ୍ୟ ହେଉଛି ପାରଳାଖେମୁଣ୍ଡି ମୁନିସିପାଲିଟି ୨ ନମ୍ବର ୱାର୍ଡ଼ର ଦୃଶ୍ୟ । ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ।
Published: Jul 04, 2020, 09:04 PM IST|Updated: Jul 04, 2020, 09:04 PM IST