• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Gajapati
  • /୪ ଦିନ ପାଇଁ ଆର ଉଦୟଗିରି ସହର ସଟଡାଉନ୍

୪ ଦିନ ପାଇଁ ଆର ଉଦୟଗିରି ସହର ସଟଡାଉନ୍

ଆସନ୍ତା କାଲି ଠାରୁ ସଂପୂର୍ଣ୍ଣ ଆର ଉଦୟଗିରି ସହରକୁ ୪ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ।

Edited ByZee Odisha Desk
Published: Jul 13, 2020, 04:41 PM IST|Updated: Jul 13, 2020, 04:58 PM IST
joinshare
୪ ଦିନ ପାଇଁ ଆର ଉଦୟଗିରି ସହର ସଟଡାଉନ୍
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସିମୁଳିଆ ଅଡ଼ା ଛକ ନିକଟରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

    ସିମୁଳିଆ ଅଡ଼ା ଛକ ନିକଟରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

    2

    CM Kisan: ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା

    3

    ଶ୍ରୀନଗରରେ ଅଳ୍ପକେ ବର୍ତ୍ତିଲା ବିମାନ ଦୁର୍ଘଟଣା, ପାର୍କିଂ ସମୟରେ ପୋଲରେ ଧକ୍କା ହେଲା ଇଣ୍ଡିଗୋ

    4

    Odisha News: କମ୍ପାନୀରେ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ବିବାଦ

    5

    ISRO: EOS-05ର ସଫଳ ଉତ୍‌କ୍ଷେପଣ, GSLV-F17 ରକେଟ୍‌ରେ ଶ୍ରୀହରିକୋଟାରୁ...

    ପ୍ରେମାନନ୍ଦ ପୂଜାରୀ, ମୋହନା : ଗଜପତି ଜିଲ୍ଲାର ଆର. ଉଦୟଗିରିର ସାରଳା ସାହି , ଗୌଡ଼ ସାହି ଓ ତେନ୍ତୁଳି ସାହି ପରି ତିନୋଟି ସାହି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ କୋରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଥିଲା । ଯାହା ପରେ ଗତକାଲି(ରବିବାର)  ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଅନ୍ୟପକ୍ଷେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପୁଜାରୀ । ଆସନ୍ତା କାଲି ଠାରୁ ସଂପୂର୍ଣ୍ଣ ଆର ଉଦୟଗିରି ସହରକୁ ୪ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ।

    ଅତ୍ୟାଶ୍ୟକୀୟ ସାମଗ୍ରୀ ଯଥା କ୍ଷୀର ଓ ଔଷଧକୁ ବାଦ ଦେଲେ ଅନ୍ୟ କୌଣସି ଦୋକାନ ଖୋଲାଯିବ ନାହଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ବିଭିନ୍ନ କାର୍ଯ୍ୟାଳୟକୁ ଜରୁରୀ କାମରେ ଆସୁଥିବା ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆର ଉଦୟଗିରି ସହରର ସାରଳା ସାହି, ଗୌଡ଼ ସାହି ଓ ତେନ୍ତୁଳି ସାହିରୁ ଶନିବାର ୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ପରେ ଉକ୍ତ ସାହିକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହା ସହ ସ୍ଥାନୀୟ ମେଡିକାଲରୁ ଜଣେ ଡାକ୍ତର ଓ ମେଡିକାଲ କର୍ମଚାରୀ ଏବଂ ପୋଲିସ ଡ୍ରାଇଭର କୋରାନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଆର ଉଦୟଗିରି ମେଡିକାଲ ସମେତ ଥାନାକୁ ମଧ୍ୟ୍ୟ ବ୍ୟାରିକେଟ ବାନ୍ଧି ସିଲ କରାଯାଇଛି । ଯାତାୟତ ଉପରେ କଟକଣା ଲାଗୁ କରିବା ସହ ସହରର ସମସ୍ତ ଜନସାଧାରଣ ଏହାକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି ।

    Add Zee News as a Preferred Source
    TAGS:
    r udayagiri
    Gajapati
    Odisha
    shutdown
    Coronavirus