Advertisement
Article Detail0/zeeodisha/odisha690316
Zee OdishaGajapatiକଲେଜ ଅଧ୍ୟକ୍ଷାଙ୍କ ଦେହାନ୍ତ, ବୈଠକ ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ

କଲେଜ ଅଧ୍ୟକ୍ଷାଙ୍କ ଦେହାନ୍ତ, ବୈଠକ ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡଓ କନଫରେନ୍ସରେ ବୈଠକ ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଗାୟତ୍ରୀ ଦେବୀ । 

ଫାଇଲ ଫଟୋ
ଫାଇଲ ଫଟୋ

ପାରଳାଖେମୁଣ୍ଡି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ମହାବିଦ୍ୟାଳୟର ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ ଦେହାନ୍ତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡଓ କନଫରେନ୍ସରେ ବୈଠକ ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଗାୟତ୍ରୀ ଦେବୀ । ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

Add Zee News as a Preferred Source
About the Author