ସହରରେ ବୁଲୁଛନ୍ତି କୋରୋନା ଆକ୍ରାନ୍ତ

ପାରଳାଖେମୁଣ୍ଡି ସହରରେ ଘୁରି ବୁଲୁଛନ୍ତି କୋରୋନା ଆକ୍ରାନ୍ତ । ହାଇଦ୍ରାବାଦ ଫେରନ୍ତା ଦୁଇ ପ୍ରବାସୀ ପଜୋଟିଭ ଚିହ୍ନଟ ହେବା ପରେ ନିଜ ଜିଲ୍ଲାରେ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଗାଡ଼ିରେ ଚାଲିଆସିଲେ ପାରଳାଖେମୁଣ୍ଡି ।

ସହରରେ ବୁଲୁଛନ୍ତି କୋରୋନା ଆକ୍ରାନ୍ତ
Image Credit: ଫାଇଲ ଫଟୋ

About the Author