International Trade Fraud:ଆମେରିକାରେ ବସି ଦୁନିଆକୁ ଠକୁଥିବା ଭାରତୀୟ ଅଳଙ୍କାର ବ୍ୟବସାୟୀ

ଭାରତୀୟ-ଆମେରିକୀୟ ଅଳଙ୍କାର ବ୍ୟବସାୟୀଙ୍କ ବିରୋଧରେ ଲକ୍ଷ ଲକ୍ଷ ଡଲାରର ଠକେଇ ଅଭିଯୋଗ ହୋଇଛି। ଏହି ଭାରତୀୟଙ୍କ ନାମ ହେଉଛି ମୋନିଶ କୁମାର କିରଣ କୁମାର ଦୋସି ଶାହା । ବୟସ ୩୯ ବର୍ଷ । ବିନା ଲାଇସେନ୍ସରେ ଆମେରିକାକୁ ସେ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଅଳଙ୍କାର ଆମଦାନି କରିଥିବା ଅଭିଯୋଗ ହୋଇଛି ।

International Trade Fraud:ଆମେରିକାରେ ବସି ଦୁନିଆକୁ ଠକୁଥିବା ଭାରତୀୟ ଅଳଙ୍କାର ବ୍ୟବସାୟୀ
Image Credit: SOCIAL MEDIA

About the Author