ଜଗତସିଂହପୁର ଛୁଇଁଲା କୋରୋନା, ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବରୁ ୧୫ଟି ଜିଲ୍ଲା କୋରୋନା ପ୍ରଭାବିତ ହୋଇଥିବା ବେଳେ ଆଜିର ଜଗତସିଂହପୁର ଜିଲ୍ଲାରେ କୋରୋନା ତାର କାୟା ମେଲାଇଛି। ଆଜି ଜିଲ୍ଲାରୁ ୪ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଉ ଏକ ମାମଲା ରହିଛି। ଫଳରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୯ଟି ମାମଲା ସାମ୍ନାକୁ ଆସିଛି। ବ

ଜଗତସିଂହପୁର ଛୁଇଁଲା କୋରୋନା, ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ

About the Author