ଛାଡିଯାଇଛି ବନ୍ୟା, ବଢିଯାଇଛି କ୍ଷତିଗ୍ରସ୍ତ ଚାଷୀଙ୍କ ଦୁର୍ଦ୍ଦଶା

ଯାଜପୁର ଜିଲାର ୧୦ ଗୋଟି ବ୍ଲକରେ ବନ୍ୟା ଯୋଗୁଁ ୬୪ ହଜାର ହେକ୍ଟର ଚାଷୀ ଜମି ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

ଛାଡିଯାଇଛି ବନ୍ୟା, ବଢିଯାଇଛି କ୍ଷତିଗ୍ରସ୍ତ ଚାଷୀଙ୍କ ଦୁର୍ଦ୍ଦଶା