ବନ୍ୟାରେ ସର୍ବସ୍ୱାନ୍ତ ହୋଇପଡିଛି ଚାଷୀକୂଳ, ସହାୟତା ଯୋଗାଇ ଦେବାକୁ ଦାବି

ହେଲେ ଚଳିତ ବର୍ଷର ମହାବନ୍ୟା ଯୋଗୁଁ ଭାଙ୍ଗିଯାଇଛି ଚାଷୀଙ୍କ ମେରୁଦଣ୍ଡ । ଧାର କରଜ ନେଇ ଚାଷୀ କରିଥିବା ସୁନାର ଫସଲ ଏବେ ମାଟିରେ ମିଶିଯାଇଛି । ନିଜର ଋଣକୁ କିପରି ଶୁଝିବ ତାକୁ ନେଇ ଚିନ୍ତାରେ ଚାଷୀ । ସେପଟେ ଉଭୟ ପଞ୍ଚାୟତର ୧୧୫୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ସ୍ୱୀକାର କରିଛନ୍ତି ବ୍ଲକ କୃଷି ଅଧିକାରୀ । ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ଇନପୁଟ ସବସିଡି (input subsidy) ମିଳିବ ବୋଲି କୃଷି ଅଧିକାରୀ ଜଣାଇଛନ୍ତି।

ବନ୍ୟାରେ ସର୍ବସ୍ୱାନ୍ତ ହୋଇପଡିଛି ଚାଷୀକୂଳ, ସହାୟତା ଯୋଗାଇ ଦେବାକୁ ଦାବି