ବାଲି ଖାଦାନରେ ଫସି ଯାଇଥିବା ୫ଟି ଡମ୍ପର ଉଦ୍ଧାର

ଗାଡିର ଡ୍ରାଇଭର ଓ ହେଲପରମାନେ ନଦୀ କୂଳକୁ ପଳାଇଆସିଥିଲେ । ପରେ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ଟ୍ରକ ଗୁଡିକୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା ।

 ବାଲି ଖାଦାନରେ ଫସି ଯାଇଥିବା ୫ଟି ଡମ୍ପର ଉଦ୍ଧାର
Image Credit: ଫାଇଲ ଫଟୋ

About the Author