• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Jajpur
  • /ଜେଲରୁ ବାହାରିଲେ ରୂପେଶ ଭଦ୍ର

ଜେଲରୁ ବାହାରିଲେ ରୂପେଶ ଭଦ୍ର

ମଙ୍ଗଳବାର ଅପରାହ୍ନରେ ରଗଡି ଉପ କାରାଗାରରୁ ରୂପେଶ ଭଦ୍ର ବାହାରିଥିଲେ ।

Edited By:Zee Odisha Desk
Published: Jun 03, 2020, 06:21 AM IST|Updated: Jun 03, 2020, 06:21 AM IST
joinshare
ଜେଲରୁ ବାହାରିଲେ ରୂପେଶ ଭଦ୍ର
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Berhampur Crime News: ପୋଲିସ କନଷ୍ଟେବଳଙ୍କୁ ହତ୍ୟା ଉଦ୍ୟମ !

    Berhampur Crime News: ପୋଲିସ କନଷ୍ଟେବଳଙ୍କୁ ହତ୍ୟା ଉଦ୍ୟମ !

    Berhampur crime news1 hr ago
    2

    ଦିଲ୍ଲୀରେ ବିରୋଧୀଙ୍କ ମହାସମାବେଶ, ୨୦୨୯ ପାଇଁ ଆରମ୍ଭ ହେଲା କସରତ

    INDIA Bloc meeting 20261 hr ago
    3

    Earthquake: ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ, ୫ ମୃତ; ସୁନାମୀ ଚେତାବନୀ

    earthquake2 hrs ago
    4

    ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ମୂଲ୍ୟ, ଓଡ଼ିଶାରେ ଲିଟର ପିଛା ପେଟ୍ରୋଲ ଦର...

    Petrol Diesel price2 hrs ago
    5

    Top 10 news: ଚୁଟକିରେ ପଢ଼ନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    Top 10 news2 hrs ago

    ସନ୍ଦୀପ ରାୟ, ଯାଜପୁର: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ମାମଲା । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ରୂପେଶ ଭଦ୍ରଙ୍କୁ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି । ଗତ ୮ ମାସ ହେବ ଏହି ମାମଲାରେ ଜେଲରେ ଥିଲେ ରୂପେଶ । 

    ମଙ୍ଗଳବାର ଅପରାହ୍ନରେ ରଗଡି ଉପ କାରାଗାରରୁ ରୂପେଶ ଭଦ୍ର ବାହାରିଥିଲେ । ସେ ବାହାରିବା କ୍ଷଣି ଉତ୍ତରୀୟ ଦେଇ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ୍ କରିବା ସହିତ ତୁରନ୍ତ ସେଠାରୁ ପାଛୋଟି ନେଇଥିଲେ । ରୂପେଶ ଜେଲ କାରାଗାର ଭିତରୁ ବାହାରିବା ପୂର୍ବରୁ ତାଙ୍କର ବହୁ ସମର୍ଥକ ଜେଲ ବାହାରେ ତାଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । ସୋମବାର ରୂପେଶଙ୍କ ଜାମିନ ମଞ୍ଜୁର ହୋଇଥିଲା । 

    ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇ ଗତ ୮ ମାସ ହେବ ଜେଲରେ ଥିଲେ ରୂପେଶ ଭଦ୍ର । ଗତ ସୋମବାର ରୂପେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ମାନ୍ୟବର ହାଇକୋର୍ଟ ।

    Add Zee News as a Preferred Source
    TAGS:
    Lady PEO Death case
    Rupesh Bhadra
    bail
    Jajpur