• ମହାବାତ୍ୟାକୁ ପୁରିଲା ୨୧ ବର୍ଷ
  • ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩.୫୩ ପ୍ରତିଶତ ମତଦାନ
  • ବିଗତ ୨୪ ଘଣ୍ଚାରେ ୪୯୮୮୧ ଜଣ ନୂଆ ସଂକ୍ରମିତ ହୋଇଥିବା ସୂଚନା
  • IPL 2020: ଆଜି ଚେନ୍ନାଇ ଓ କୋଲକାତା ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର
  • ବଡ଼ଗଡ଼ ଥାନା କେ.ଭୀମପୁର ଗାଁ ପାଖ ଜଙ୍ଗଲରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ
  • ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୧୬୧୭ ଜଣ ସଂକ୍ରମିତ
  • ଆରୋଗ୍ୟ ସେତୁ ଆପକୁ ନେଇ ପ୍ରତିକ୍ରିୟା ରଖିଲେ ସରକାର

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ।

  ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ  ରାଣିଖମା  ଗାଁର ଜଣେ ବ୍ୟବସାୟୀଙ୍କ ତେଜରାତି ଦୋକାନକୁ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ।
ଲକ୍ଷାଧିକ ଟଙ୍କାର ସାମଗ୍ରୀ ଅଗ୍ନିକାଣ୍ଡରେ ପୋଡ଼ି ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ କେହି ଦୁର୍ବୁତ ନିଆଁ ଲଗାଇଦେଇଥିବା ଦୋକାନୀ ମାଲିକ ରମେଶ ସାହୁ  ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୋହନା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପୋଲିସ ଘଟଣା ର ତଦନ୍ତ କରୁଛି ।

 

Tags: