କଳାହାଣ୍ଡିରେ ଆଉ ୨ ଆକ୍ରାନ୍ତ ଚିହ୍ନଟ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା

ଜିଲ୍ଲାରେ ସମୁଦାୟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟ ୧୩ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

କଳାହାଣ୍ଡିରେ ଆଉ ୨ ଆକ୍ରାନ୍ତ ଚିହ୍ନଟ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା
Image Credit: ପ୍ରତୀକାତ୍ମକ ଫଟୋ

About the Author