ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଅମାନିଆ ସାଜିଛନ୍ତି ଅଧିକାରୀ ଓ କର୍ମଚାରୀ !

ଜିଲ୍ଲାପାଳଙ୍କ ବିନା ଅନୁମତିରେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ନିଜ ଘର କଟକ ଜିଲ୍ଲାକୁ ଗତ ଶୁକ୍ରବାର ଯାଇଥିଲେ । ତାଙ୍କ କାର୍ଯ୍ୟାଳୟର ଏମା.ଇ.ଏସ ପ୍ରାଣତୋଷ ସାହୁ ମଧ୍ୟ ନୟାଗଡ ଜିଲ୍ଲାକୁ ଯାଇଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଅମାନିଆ ସାଜିଛନ୍ତି ଅଧିକାରୀ ଓ କର୍ମଚାରୀ !
Image Credit: ଫାଇଲ ଫଟୋ

About the Author