ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ

ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ରାଗି ଲଡୁ ମିକ୍ସ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ଘରେ ଯୋଗାଇ ଦିଆଯିବ ।

ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ

About the Author