• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ଅନୁପମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଅନୁପମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବଲିଉଡ଼ରେ କଳାବାଦଳ...

Edited ByZee Odisha Desk
Published: Jul 28, 2020, 05:23 PM IST|Updated: Jul 28, 2020, 05:23 PM IST
joinshare
ଅନୁପମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: UAE ଯିବେ ମୁଖ୍ୟମନ୍ତ୍ରୀ, ବର୍ଷା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

    Top 10 News: UAE ଯିବେ ମୁଖ୍ୟମନ୍ତ୍ରୀ, ବର୍ଷା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

    2

    ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫ ଦିନିଆ UAE ଗସ୍ତ

    3

    ବଢିବ ଭାରତୀୟ ସେନା ଶକ୍ତି, ଶତ୍ରୁ ଛାତିରେ ଛନକା !

    4

    OMVD କନଷ୍ଟେବଲ୍‌ ମାମଲା ତଦନ୍ତରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

    5

    Rain Alert: ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ , ଏହି ଜିଲ୍ଲାବାସୀ ରୁହନ୍ତୁ ସତର୍କ

    ନୂଆଦିଲ୍ଲୀ: ବଲିଉଡ଼ରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡ଼ର ବରିଷ୍ଠ ଅଭିନେତା ଅନୁପମ ଶ୍ୟାମ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସ୍ଥାନୀୟ ଗୋରେଗାଓଁ ଲାଇଫଲାଇନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଲିଉଡ଼ରେ ଏକାଧିକ ସିନେମାରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ତାଙ୍କର ଚିକିତ୍ସା ପାଇଁ ଅମିର ଖାନ ଓ ସୋନୁ ସୁଦ ସହାୟତା ପାଇଁ ଗୁହାରୀ କରିଛନ୍ତି। 

    ମିଳିଥିବା ସୂଚନା ମୁତାବକ ଅନୁପମ କିଛିଦିନ ପୂର୍ବରୁ ତଳେ ପଡ଼ିଯାଇଥିଲେ। ପରବର୍ତ୍ତି ସମୟରେ ସେ କିଡନୀ ରୋଗରେ ପିଡ଼ିତ ହୋଇଥିଲେ। ଅନୁପମ ଷ୍ଟାରପ୍ଲସର ଟିଭି ଶୋ ମନକି ଆଓ୍ୱାଡ ପ୍ରତିଜ୍ଞାରେ ଠାକୁର ସଜ୍ଜନ ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏଠାରେ କହି ରଖୁଛୁ କି ଅନୁପମଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ପାଇବା ପରେ ଅଭିନେତା ମନୋଜ ବାଜପେୟୀ ତାଙ୍କୁ ସହାୟତାର ହାତ ବଢାଇଥିଲେ। 

    ଅନୁପମ ଶ୍ୟାମ ଟିଭି ସିରିଏଲ ବ୍ୟତୀତ ସିନେମାରେ ମଧ୍ୟ ବେଶ ପ୍ରଶଂସା ସାଉଣ୍ଟିଛନ୍ତି। ଅନୁପମ ଲଜ୍ଜା, ନାୟକ, ଦୁବାଇ, ରିଟର୍ଣ୍ଣ, ପରଜନିଆ, ହଜାରୋ ଖ୍ୱାଇସେଁ ଏସି, ଶକ୍ତି: ଦ ପାଓ୍ୱାର, ବେଣ୍ଡିଟ କ୍ୱିଇନ, ସ୍ଲମ ଡଗ ମିଲିଓନାୟର ଭଳି ସିନେମାରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଅନୁପମଙ୍କ ନିଜ ଗ୍ରାମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ। ଭାରତେନ୍ଦୁ ଏକାଡ଼େମୀ ଅପ ଡ୍ରାମାଟିକ ଆର୍ଟସର ପୂର୍ବତନ ଛାତ୍ର ରହି ସାରିଛନ୍ତି। 

     

     

    Add Zee News as a Preferred Source
    TAGS:
    Anupam Shyam
    Actor
    Bollywood
    TV actor
    ICU